
The 1st edition of Shubhapalalba had been released on the 1st of January in 2018 on the occasion of the New Year. It was published as Nabapllaba then. The cover photo of this edition was taken from Nidhi Aja. Sangram Keshari Senapati and Tapas Ranjan had edited this edition.
୨୦୧୮ ଜାନୁଆରୀ ପହିଲାରେ ନବପଲ୍ଲବର ପ୍ରଥମ ସଂସ୍କରଣ ପ୍ରକାଶ ପାରିଥିଲା । ଏଥିରେ ୨୦ଟି ଗପ ଏବଂ ୨୦ଟି କବିତା ସହ ସମୁଦାୟ ୪୦ଟି ଲେଖା ସ୍ଥାନିତ ହୋଇଥିଲା ।
ଏହି ପତ୍ରିକାଟି pdf ଭାବରେ ଡାଉନ୍ଲୋଡ୍ କରି ପଢ଼ିବା ପାଇଁ ଏହି ଲିଙ୍କ୍ରେ କ୍ଲିକ୍ କରନ୍ତୁ ।
ପତ୍ରିକାଟିର ଲେଖାଗୁଡ଼ିକୁ ଶୁଣିବାପାଇଁ ଏହି ଲିଙ୍କ୍ରେ କ୍ଲିକ୍ କରନ୍ତୁ ଏବଂ ୟୁ-ଟ୍ୟୁବ୍ରେ ଭିଡ଼ିଓ ଦେଖିବା ପାଇଁ ଏହି ଲିଙ୍କ୍ରେ କ୍ଲିକ୍ କରନ୍ତୁ ।

