The 2nd edition of Shubhapalalba had been released on the 1st of April in 2018 on the occasion of Utkala Dibasa. The cover photo of this edition was designed by Bijay Biswaal featuring the Ratha Jatra of Lord Jagannath. Sangram Keshari Senapati and Tapas Ranjan had edited this edition.
ନବପଲ୍ଲବର ୨ୟ ସଂସ୍କରଣ ପ୍ରକାଶ ପାଇଥିଲା ଅପ୍ରେଲ ୨୦୧୮ ମସିହାରେ । ଏଥିରେ ସମୁଦାୟ ୮୫ଟି ଲେଖା ସ୍ଥାନ ପାଇଥିଲା । ଲେଖାଗୁଡ଼ିକ ମଧ୍ୟରେ ଭଜନ, କବିତା, କ୍ଷୁଦ୍ର ଗଳ୍ପ, ଅଣୁ ଗଳ୍ପ, ସାକ୍ଷାତକାର, ଚିଠିପତ୍ର, ପ୍ରେମ କଥା, ଭ୍ରମଣ କାହାଣୀ, ଇତିହାସ, ଐତିହ୍ୟ ଆଦି ଲେଖା ସ୍ଥାନ ପାଇଥିଲା ।
ଏହି ସଂସ୍କରଣର pdf ଡାଉନ୍ଲୋଡ୍ କରିବାପାଇଁ ଏହି ଲିଙ୍କ୍ରେ କ୍ଲିକ୍ କରନ୍ତୁ ।
ଏହି ସଂସ୍କରଣର ଲେଖାଗୁଡ଼ିକ ୟୁ-ଟ୍ୟୁବ୍ରେ ଶୁଣନ୍ତୁ ଏହି ଲିଙ୍କ୍ ଜରିଆରେ ।

